ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବାରୁଣାବନ୍ତ ଜାଙ୍ଗଲରୁ ଦୁଇଟି ଦନ୍ତା ହାତୀ ବାହରି ସଞ୍ଜୟ ନଗର ଅଞ୍ଚଳରେ ଉପଦ୍ରବ କରୁଛନ୍ତି। ଆଜି ଅପରାହ୍ନରେ ହାତୀ ଜଙ୍ଗଲରୁ ବାହାରି ଏହି ଆଦିବାସୀ ବସ୍ତିରେ ପଶି ବ୍ୟାପକ ଗଛ ଫସଲ ନଷ୍ଟ କରି ଥିଲେ
ସନ୍ଧ୍ଯା ସମୟରେ ଜଗନ୍ନାଥ ମନ୍ଦିର ପରିସରରେ ପଣସ, କଦଳିରୁ ଫଳ ଖାଇବା ସହ ଗଛ ଭଙ୍ଗା ରୁଜା କରିଥିଲେ। ଖବର ପାଇ ଚଣ୍ଡୀଖୋଲ ବନ ବିଭାଗ କର୍ମଚାରୀ ମାନେ ନିଆଁ ଗୁଳା ବାଣ ଫୁଟାଇ ଜଙ୍ଗଳକୁ ଘଉଡ଼ାଇ ଥିଲେ.

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍