ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ଗ୍ରାମପଞ୍ଚାୟତ କୁମୁସି ଗ୍ରାମବାସୀଙ୍କ ଦ୍ବାରା ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଭାଲୁ ମୁଣ୍ଡା ଛକ ଦେଇ ଯାଇଥିବା ଆଲୁଅଝରଣ କୁର୍ତ୍ତବିଭାଗ ରାସ୍ତା ଦେଇ ଯାଇଥିବା କୁମୁସି ଛକଠାରେ ପାଣି ପାଇଁ ରାସ୍ତା ରୋକ କରିବା ସହିତ ଯାନବାହାନ ଯାତାୟାତ ଠପ୍ ହୋଇଛି।
Post Views: 27
More Stories
ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା ।
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା