ହାଇକୋର୍ଟରେ ORHDC ଦୁର୍ନୀତି ମାମଲାର ଶୁଣାଣି ଶେଷ


ହାଇକୋର୍ଟରେ ORHDC ଦୁର୍ନୀତି ମାମଲାର ଶୁଣାଣି ଶେଷ।ମହମ୍ମଦ ମୋକିମ୍‌ଙ୍କ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ।ମୋକିମ୍‌ଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ।ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍।ସାଢ଼େ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ଭିଜିଲାନ୍ସ କୋର୍ଟ।


error: Content is protected !!