ଉର୍ଦ୍ଦୁ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର


ଉର୍ଦ୍ଦୁ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର।ମାସିକ ପାରିଶ୍ରମିକ ୭,୪୦୦ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି।ଏହା ଦ୍ୱାରା ମୋଟ ୮୪ ଜଣ ଉର୍ଦ୍ଦୁ ଶିକ୍ଷକ ଉପକୃତ ହେବେ।


error: Content is protected !!