ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ


ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ।ରୋଗୀ ମୃତ୍ୟୁ ନେଇ ଯାଜପୁର ମେଡିକାଲରେ ହୋହଲ୍ଲା, ପାଟିତୁଣ୍ଡ।କାଲି ଭଣ୍ଡାରୀପୋଖରୀ ସଡ଼ଙ୍ଗା ଗାଁର ଜଣେ ବ୍ୟକ୍ତି ମେଡିକାଲ ଆସିଥିଲେ।ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ।


error: Content is protected !!