କଂଗ୍ରେସକୁ ଧୋଇଲେ ମୋଦି


କଂଗ୍ରେସକୁ ଧୋଇଲେ ମୋଦି।ଚଣ୍ଡିଖୋଲ ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ।୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା।ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା କଂଗ୍ରେସ।ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ , ଚାଷୀଙ୍କୁ ଶସ୍ତାରେ କେମିତି ଦେବ।


error: Content is protected !!