ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି


ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି।ଦେଶରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ପୁଣି ଥରେ।ଏ ସଂକଳ୍ପ କୃଷକ , ଯୁବକ , ମହିଳା , ଗରିବଙ୍କ ଜୀବନ ପରିବର୍ତ୍ତନ କରିବ।ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି।ଓଡ଼ିଶା ବିକଶିତ ଭାରତର ଗେଟ୍‌ ୱେ ହେଉ- ମୋଦି।


error: Content is protected !!