ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍


ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍।ଚଳିତ ସରକାରର ବଶିବ ଶେଷ କ୍ୟାବିନେଟ୍।ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର।ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ଉପରେ ନଜର ରହିବ।ବିଭିନ୍ନ ବିଭାଗର ଦାବି ନେଇ ହୋଇପାରେ ଆଲୋଚନା।


error: Content is protected !!