ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ରୁ ମନୋଜ ସ୍ବାଇଁ ନାମକ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକର ଘର ପୁରୀ ଓ ସେ ମନ୍ଦିରର ରୋପୱ କାମ କରୁଥିବା ବେଳେ ଉକ୍ତ ହୋଟେଲ ରେ ଗତ ୨୮ ତାରିଖରୁ ରହୁଥିବା ଜଣାପଡିଛି।ଆଜି ସକାଳୁ ଏହି ଖବର ପ୍ରକଟିତ ହେବା ପରେ ପୁରୁଷୋତ୍ତମ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ବ୍ରହ୍ମପୁର: (କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର) : ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ରୁ ମନୋଜ ସ୍ବାଇଁ ନାମକ ଜଣେ ଯୁବକର ଶବ ଉଦ୍ଧାର ହୋଇଛି। ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକର ଘର ପୁରୀ ଓ ସେ ମନ୍ଦିରର ରୋପୱ କାମ କରୁଥିବା ବେଳେ ଉକ୍ତ ହୋଟେଲ ରେ ଗତ ୨୮ ତାରିଖରୁ ରହୁଥିବା ଜଣାପଡିଛି। ଆଜି ସକାଳୁ ଏହି ଖବର ପ୍ରକଟିତ ହେବା ପରେ ପୁରୁଷୋତ୍ତମ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

More Stories
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?