୨ ବିଧାୟକଙ୍କ ବିଧାୟକ ପଦ ରବ୍ଦ


ବିଧାୟକ ପଦ ରବ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି।ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ପଦ ରବ୍ଦ।ଜୟଦେବ ଆସନରୁ ବିଧାୟକ ଥିଲେ ଅରବିନ୍ଦ ଢାଲି।ତେଲକୋଇ ଆସନରୁ ବିଧାୟକ ଥିଲେ ପ୍ରେମାନନ୍ଦ ନାୟକ।ଦଳବଦଳ କରିଥିବାରୁ ବିଧାୟକ ପଦ ରବ୍ଦ।ପଦ ରବ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ।


error: Content is protected !!