August 8, 2026

Now Odisha

Now Odisha

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

Spread the love

ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜନ୍ମ ପରେ ହାତୀ ଛୁଆକୁ ମା’ହାତୀଙ୍କ ସମେତ ଅନ୍ୟ ହାତୀମାନେ ଘେରି ରଖିଛନ୍ତି।

ଅନ୍ୟପକ୍ଷେ ଛୁଆ ହାତୀ ଆସିବା ପରେ କେନ୍ଦୁଝର ଡିଭିଜନରେ ହାତୀ ସଂଖ୍ୟା ବଢ଼ି ୧୫୭ରେ ପହଞ୍ଚିଛି। ଶୁକ୍ରବାର ରାତିରେ ହାତୀ ଛୁଆ ଜନ୍ମ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

error: Content is protected !!