ସଲମାନ୍‌ଙ୍କ ଘର ଆଗରେ ଗୁଳିମାଡ଼


ସଲମାନ୍‌ଙ୍କ ଘର ଆଗରେ ଗୁଳିମାଡ଼।ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଘର ବାହାରେ ଗୁଳିମାଡ଼।ଭୋର୍‌ ୫ଟାରେ ଘର ବାହାରେ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା।୨ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିବା ସୂଚନା , ମୁମ୍ବାଇ ପୋଲିସର ତଦନ୍ତ।


error: Content is protected !!