ଭଗବାନ ବିଷ୍ଣୁଙ୍କ ବିଶ୍ଵରୂପ


ଏହି ବିଶାଳକାୟ ଦଶ ଫୁଟ ଉଚ୍ଚ ମୂର୍ତ୍ତିଟି ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଜର୍ଜିଆ ପ୍ରଦେଶର ଆଟଲାଣ୍ଟାର କାର୍ଲସ ମ୍ୟୁଜିଅମରେ ସ୍ଥାନିତ lଏହି ମୂର୍ତ୍ତିଟି ପ୍ରାୟ 900 ବର୍ଷର ପୁରୁଣା l ଏହା ବଉଳମାଳା ପଥରରେ ତିଆରି l ମଧ୍ୟପ୍ରଦେଶର ଚଣ୍ଡେଲାମାନଙ୍କ ରାଜତ୍ୱ ସମୟର lଏହି ବିଷ୍ଣୁମୂର୍ତ୍ତିରେ ଭଗବାନ ଷୋଡଶ ଭୁଜ, ସମସ୍ତ ବୈଷ୍ଣବ ଅସ୍ତ୍ର ଶସ୍ତ୍ର ଓ ପ୍ରହରଣ ମାନ ଧାରଣ କରିଛନ୍ତି l ପାରିକର ମାନେ ଉପସ୍ଥିତ ଅଛନ୍ତି l ଏହି ବିରାଟ ପୁରୁଷଙ୍କର ବର୍ଣ୍ଣନା ଶ୍ରୀମଦ ଭାଗବତ ଦ୍ଵିତୀୟ ସ୍କନ୍ଦରେ ରହିଛି l ଯାହାଙ୍କୁ ଦେବଗଣ ମାନେ ନିରନ୍ତର ଧ୍ୟାନ କରୁଛନ୍ତି lଜୟ ବିଶ୍ଵରୂପଧାରୀ ଭଗବାନ ଶ୍ରୀ ବିଷ୍ଣୁ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!