March 25, 2026

Now Odisha

Now Odisha

ନୂଆଦିଲ୍ଲୀ,୩୧।୧୦: ଭାରତ ସରକାର ଦେଶରେ ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ସମାଜରେ ସେମାନଙ୍କର ସ୍ଥିତି ଉନ୍ନତ କରିବା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏପରି...

ଆଜି ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ...

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ...

ସାକ୍ଷୀଗୋପାଳ: ଅଳାଁ ନବମୀ ପାଇଁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଭକ୍ତ ୩କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହେବା ପରେ ଠାକୁରାଶୀ ଶ୍ରୀରାଧାରାଣୀଙ୍କ ଦର୍ଶନ କରିଛନ୍ତି...

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ...

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀଙ୍କୁ ଦାବି ଜଣାଇଲା ସାମ୍ବାଦିକ ସଙ୍ଘର ସମଷ୍ଠୀ “ସାମ୍ବାଦିକ ମିଳିତ ମଞ୍ଚ”ସାମ୍ବାଦିକ ସୁରକ୍ଷା ସ୍ୱତନ୍ତ୍ର ଆଇନ୍‌, ଭର୍ତ୍ତା କଲ୍ୟାଣ ପାଣ୍ଠି ବୃଦ୍ଧି ଦାବିଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ବୀମାରେ ଅନ୍ତର୍ଭକୁକ୍ତ କରିବା ଦାବିଭୁବନେଶ୍ୱର,୩୦/୧୦ : ସାମ୍ବାଦିକ ସଙ୍ଘର ସମଷ୍ଠୀ ସାମ୍ବାଦିକ ମିଳିତ ମଞ୍ଚ। ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ନୂଆ ଦିଲ୍ଲୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାମ୍ବାଦିକଙ୍କ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ଢାଞ୍ଚାରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଞ୍ଚ । ମଞ୍ଚର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଡ଼ ଗଦାଧର ଦାସ, ଡ଼ ବିପିନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ । ଶ୍ରୀ ସାହୁ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା, ବିଭିନ୍ନ ସାମ୍ବାଦିକଙ୍କ ସମେତ ବାପା ଓ ମା’ ପାଇଁ ବୀମାର ସାମିଲ କରିବା, ବିଭିନ୍ନ ଅନୁମତିପ୍ରାପ୍ତ ୱେବ୍ ଚ୍ୟାନେଲ ଏବଂ ପୋଟାଲ ନ୍ୟୁଜ୍ ସଂସ୍ଥାର ସାମ୍ବାଦିକଙ୍କୁ ବୀମାରେ ଅନ୍ତର୍ଭକୁକ୍ତ କରିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ଭର୍ତା ପ୍ରଦାନ କରିବାକୁ ଦାବି କରି ଏକ ପତ୍ର ପ୍ରଦାନ କରିଥିଲେ- । ପ୍ରକାଶ ଯେ, ଏହି ସବୁ ଦାବିକୁ ନିର୍ବାଚନ ଇସ୍ତହାରରେ ରଖିବାକୁ ଗତ ୨୦୨୪ସାଧାରଣ ନିର୍ବାଚନରେ କେବଳ ସାମ୍ବାଦିକ ମିଳିତ ମଞ୍ଚ ନୂଆ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ବିଜେପି ଇସ୍ତହାର କମିଟି ମୁଖ୍ୟଙ୍କୁ ଭେଟି ସାମ୍ବାଦିକଙ୍କ ସମସ୍ୟା ସମାଧାନ କଥା ଇସ୍ତହାରରେ ରଖିବାକୁ ଦାବି କରିଥିଲା । ସେହିପରି ପ୍ରଥମକରି ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି କରି ୫ବର୍ଷ ପୂର୍ବରୁ ପ୍ରାୟ ୮୦ଜଣ ବିଧାୟକଙ୍କୁ ଭେଟି ଦାବି ଜଣାଇଥିଲା।

୧୭ ଜଣ ଛୋଟ ପିଲା, ଜଣେ ବରିଷ୍ଠ ନାଗରିକ ଓ ଆଉ ଜଣେ ସାଧାରଣ ଲୋକଙ୍କୁ ପୁଲିସ ସୁରକ୍ଷିତ ମୁକୁଳାଇବାରେ ସକ୍ଷମ ହୋଇଛି।ମୁମ୍ବାଇ ର ପୋୱାଇ ଅଞ୍ଚଳରେ...

ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ...

ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ୍‌ ନେସନ ୱାନ୍‌ ପୁଲିସ ୟୁନିଫର୍ମ ପଲିସି । ଏଣିକି ପୁଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ ।...

error: Content is protected !!