March 23, 2026

Now Odisha

Now Odisha

ଦେବଗଡ,): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦେବଗଡ ଜିଲା ରିଆମାଳ ଥାନା...

ମାଲକାନଗିରି: ମାଲକାନଗିରି ସହରରେ ଆଜି ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ। ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଟିମ୍ ଏବଂ ପୌର ପରିଷଦର ମିଳିତ ସହଯୋଗରେ...

ଜୟପୁର, ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ...

ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ମହିଳା ଅପହରଣ ଅଭିଯୋଗ ପ୍ରାୟ ଏକ ମାସ ପରେ ମଧ୍ୟ ମହିଳାଙ୍କ ପତ୍ତା ମିଳୁନାହିଁ ,ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର,:-ରାଜ୍ୟରେ...

ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡକଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଆଶ୍ୱସ୍ତି ଦେଲାପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ପାଇଁଲୋକେ ହନ୍ତସନ୍ତ ହେଉଥିବା...

ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆଇସଲାମାବାଦ:-: ଅପରେସନ୍‌ସିନ୍ଦୂରରେ ଭାରତ ସହ ମୁକାବିଲା କରିଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ।ଯେତେ ଚାହିଁଲେ ବି ଆଉ ଅଣ୍ଟାସଳଖିପାରୁନି। ଅପରେସନ୍ ସିନ୍ଦୂରରେପାକିସ୍ତାନର ସୈନ୍ୟ...

ବିଜାପୁର, :- ମାଲକାନଗିରି ଜିଲା ସୀମାନ୍ତଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଏବଂସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।ସେମାନଙ୍କ...

ନୂଆଦିଲ୍ଲୀ,:- ଭାରତୀୟ ସେନାପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛିଡିଆରଡିଓ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶସଂଗଠନ (ଡିଆରଡିଓ)ର ମିଳିତସହଯୋଗରେ ଏକ ସ୍ୱଦେଶୀବାୟୋଲୋଜିକାଲ...

ଭିଜିଲାନ୍ସ ଜାଲରେ ଏସ୍‌ସିବିର ଲାଞ୍ଚୁଆ ଡାକ୍ତରକଟକ,): ଏସ୍‌ସିବିମେଡିକାଲ୍ କଲେଜରହେପାଟୋଲୋଜି ବିଭାଗଆସୋସିଏଟ୍ ପ୍ରଫେସରସନାତନ ବେହେରାଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜେ ସ୍କୁଟିରେ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେସନାତନଙ୍କୁ...

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁବାର ଦିନ ବିଶ୍ୱବ୍ୟାଙ୍କ ଗ୍ରୁପର ସଭାପତି ଅଜୟବାଙ୍ଗାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣବୈଠକ କରିଛନ୍ତି। ସ୍ଥାନୀୟଲୋକସେବା ଭବନରେଆୟୋଜିତ ଏହି ବୈଠକ ନେଇମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନାଦେଇଛନ୍ତି।...

error: Content is protected !!