ଭାରତର ଅର୍ଥନୀତି୬.୮%ରୁ ୭.୨% ଅଭିବୃଦ୍ଧି ହାରରେଦୌଡ଼ିବ। ୨୦୨୬-୨୭ ଆର୍ôଥକ ବର୍ଷରେଭାରତର ଜିଡିପି ଅଭିବୃଦ୍ଧାର ହାର ୬.୮ରୁ୭.୨% ମଧ୍ୟରେ ରହିବ। ବିଶ୍ୱ ଅର୍ଥନୀତିକଦୁର୍ବଳ ଅବସ୍ଥାରେ ଥିଲେ ହେଁ ଭାରତରଅଭିବୃଦ୍ଧି...
ଦିଲ୍ଲୀ ଓ ବିହାରରେବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପିନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟର ଦମ୍ଦାରପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିରବିଜୟ ସମସ୍ତଙ୍କୁ ଚକିତ କରିଦେଇଛି।...
ଟ୍ରକ ଧକ୍କାରେ ଯୁବକ ମୃତଭାପୁର, : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତପାଥପୁର ଗ୍ରାମର ଏକ ଯୁବକକୁ ଟ୍ରକ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର...
କୋଣାର୍କ: ଦୀର୍ଘବର୍ଷ ହେଲା ପର୍ଯ୍ୟଟନ ସ୍ଥଳୀ କୋଣାର୍କରେକାଜୁ ପ୍ୟାକେଟ କିଣି ଠକାମୀର ଶୀକାରହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବାପର୍ଯ୍ୟଟକ ମାନେ ପୋଲିସ, ଖାଦ୍ୟନିରୀକ୍ଷକ ଚୁପ୍ ହୋଇ ବସି ରହିଛନ୍ତି।କାଜୁ...
କାର୍ଯ୍ୟରେ ଆସିଥିବା ଲୋକଙ୍କୁ ତାଲାପକାଇଛୁ ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀହିନ୍ଦୋଳ, :-ସରକାର ବଦଳିବାପରେ ସରକାରୀଅଫିସରଙ୍କ ମାନସିକତା ନିଶ୍ଚୟବଦଳିଛି ଯାହାର ଉଦାହରଣ ଆଜିଦେଖିବାକୁ ମିଳିଛି ହିନ୍ଦୋଳଉପଖଣ୍ଡରେ। ଖବରରୁ ଜଣାପଡିଛିହିନ୍ଦୋଳ ବ୍ଲକ...
ବିଡ଼ିଓଙ୍କ ମନମାନିକୁ ବୋଲଗଡବାସୀଙ୍କ ବିରୋଧପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ରରାଜସୁନାଖଳା, : ବୋଲଗଡ଼ବାମନ ଉଚ୍ଚ ବିଦ୍ୟାଳୟ ମୈଦାନ ଠାରେପାରମ୍ପରିକଭାବେ ହୋଇ ଆସୁଥିବା ଜାନୁଆରୀ ୨୬ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସ୍ୱ ସୋମବାର...
୧୦ରୁ ଊର୍ଦ୍ଧ୍ୱ ଆହତ, ତିନି ଗୁରୁତରଅସ୍ତରଙ୍ଗ, : ଅସ୍ତରଙ୍ଗ ଥାନା ଅନ୍ତର୍ଗତମାଣ୍ଡୁକି ଗ୍ରାମ ପଞ୍ଚାୟତ ଅଧିନ ଜାମୁଗାଁ ରେ ସୋମବାରସକାଳୁ ଜମିଜମା ବିବାଦ କୁ ନେଇ ଦୁଇ...
ଗଜପତିରେ ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଚୋରୀ ଘଟଣାରେ ପୋଲିସର ତଦନ୍ତ ଆରମ୍ଭପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡିପଞ୍ଚାୟତ ସଦରମହକୁମା ଠାରେ ଥିବା ଅସ୍ଥାୟୀ ଧାନମଣ୍ଡି...
କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ବନ୍ଦ ସମ୍ପୂର୍ଣ ସଫଳକଣ୍ଟାମାଳ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ବୁଧବାରସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତଧାନମଣ୍ଡିର ଅବ୍ୟବସ୍ଥା, ବିଜୁଳୀଉପଭୋକ୍ତାମାନଙ୍କ ପାଇଁ...
