ଭୁବନେଶ୍ୱର,:-ଆସନ୍ତାମାସ ଫେବୃଆରୀ ୪ ତାରିଖରେ ପୁରୀଗସ୍ତରେ ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରରମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ। ସେ ପ୍ରଥମେ ୪ ତାରିଖ...
ଭୁବନେଶ୍ୱର:-ବାଣ ବିସ୍ଫୋରଣରେ ଶାହାନୱାଜ ମଲ୍ଲିକଙ୍କସହ ତାଙ୍କ ମାଆ ଓ ଦୁଇ ସାଙ୍ଗ ଗୁରୁତରଭାବରେ ଆହାତ ହୋଇଛନ୍ତି। ଘଟଣାଟିଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରସୁନ୍ଦରପଦା ଆଜାଦ ନଗରରେ ଏହିବିସ୍ଫୋରଣ ଘଟିଛି।...
କାଲି ଓଡ଼ିଶା ବନ୍ଦ। ସକାଳ ୬ଟାରୁଅପରାହ୍ନ ୨ଟା- ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛିନବ ନିର୍ମାଣ କୃଷକ ସଙ୍ଗଠନ। ଏହାକୁ ନୈତିକସମର୍ଥନ କରିଛି କଂଗ୍ରେସ। ବିଜେଡି ସିଧାସଳଖଏହାକୁ...
ନୂଆଦିଲ୍ଲୀ,୨୭ା୧: ଭାରତ ଏବଂୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି।ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।ଏନେକି ଅନେକ ଆକଳନ କରାଯାଉଥିବାବେଳେ ବଡ...
ଭୁବନେଶ୍ୱର,:ପିୟୁସିସି ନଥିଲେ ପେଟ୍ରୋଲ୍ ମିଳିବନିନିର୍ଦ୍ଦେଶ ପ୍ରତ୍ୟାହୃତ। ଏନେଇ ହାଇକୋର୍ଟରେସତ୍ୟପାଠ ଦାଖଲ କଲେ ସରକାର।ପେଟ୍ରୋଲ ପମ୍ପ୍ ଗୁଡ଼ିକ କେବଳ ପିୟୁସିସିପାଇଁ କହିପାରିବେ। କିନ୍ତୁ ପେଟ୍ରୋଲଦେବାକୁ ମନା କରିପାରିବେନି। ସେହିପରିସମସ୍ତ...
ଓକିଲାତିର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ଭର୍ଧନା ସଭା ଅନୁଷ୍ଠିତ। ଦୀର୍ଘ 50 ବର୍ଷ ଧରି ଜୀବନ ବ୍ୟାପି ଆଇନ ସେବା ଯୋଗାଇ ଆସିଥିବା ରାମକୃଷ୍ଣ ମିଶ୍ର...
ନୂଆଦିଲ୍ଲୀ : ଦିଲ୍ଲୀର ବାରଖମ୍ଭା ରୋଡ୍ ସ୍ଥିତ ଏକ ଫାଇଭ୍ ଷ୍ଟାର ଲଗଜରୀ ହୋଟେଲ୍ ବିରୋଧରେ ଫୁଡ୍ ପଏଜନିଂର ଅଭିଯୋଗରେ ପୁଲିସ କେସ୍ ରୁଜୁ କରିଛି। ଜଣେ...
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ...
ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ ୩-୨...
ହିମାଚଳ ଯାଉଥିଲେ ସାବଧାନ । ପରିସ୍ଥିତି ଦେଖି, ଅପଡେଟ ଖବର ଦେଖି ବୁଲିବାକୁ ଯାଆନ୍ତୁ । କାରଣ ପ୍ରବଳ ତୁଷାରପାତରେ କଲବଲ ପାହାଡ ରାଣୀ । ମନାଲି,...
