June 17, 2026

Now Odisha

Now Odisha

now odisha

କାର୍ଯ୍ୟରେ ଆସିଥିବା ଲୋକଙ୍କୁ ତାଲାପକାଇଛୁ ଉପନିବନ୍ଧକ କାର୍ଯ୍ୟାଳୟ କର୍ମଚାରୀହିନ୍ଦୋଳ, :-ସରକାର ବଦଳିବାପରେ ସରକାରୀଅଫିସରଙ୍କ ମାନସିକତା ନିଶ୍ଚୟବଦଳିଛି ଯାହାର ଉଦାହରଣ ଆଜିଦେଖିବାକୁ ମିଳିଛି ହିନ୍ଦୋଳଉପଖଣ୍ଡରେ। ଖବରରୁ ଜଣାପଡିଛିହିନ୍ଦୋଳ ବ୍ଲକ...

ବିଡ଼ିଓଙ୍କ ମନମାନିକୁ ବୋଲଗଡବାସୀଙ୍କ ବିରୋଧପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ରରାଜସୁନାଖଳା, : ବୋଲଗଡ଼ବାମନ ଉଚ୍ଚ ବିଦ୍ୟାଳୟ ମୈଦାନ ଠାରେପାରମ୍ପରିକଭାବେ ହୋଇ ଆସୁଥିବା ଜାନୁଆରୀ ୨୬ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସ୍ୱ ସୋମବାର...

ଗଜପତିରେ ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଚୋରୀ ଘଟଣାରେ ପୋଲିସର ତଦନ୍ତ ଆରମ୍ଭପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡିପଞ୍ଚାୟତ ସଦରମହକୁମା ଠାରେ ଥିବା ଅସ୍ଥାୟୀ ଧାନମଣ୍ଡି...

କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ବନ୍ଦ ସମ୍ପୂର୍ଣ ସଫଳକଣ୍ଟାମାଳ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ବୁଧବାରସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତଧାନମଣ୍ଡିର ଅବ୍ୟବସ୍ଥା, ବିଜୁଳୀଉପଭୋକ୍ତାମାନଙ୍କ ପାଇଁ...

ଗୋପାଳପୁର,:-ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ର ଦ୍ୱିତୀୟ ରଜନୀରାଜ୍ୟସ୍ତରୀୟ ଆୟୋଜନର ରୂପ ନେଇଉତ୍ସାହ ଓ ଆଡମ୍ବର ସହିତ ପାଳିତହୋଇଛି। ସନ୍ଧ୍ୟା ହେବା ସହିତସହସ୍ରାଧିକ ପର୍ଯ୍ୟଟକ, ସ୍ଥାନୀୟ ନିବାସୀଓ ସଂସ୍କୃତିପ୍ରେମୀ ଲୋକେ...

ସ୍ୱାସ୍ଥ୍ୟସେବା ସୁଦୃଢ କରିବା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନର ପଦକ୍ଷେପଆଗଧାଡ଼ି ସ୍ୱାସ୍ଥ୍ୟକର୍ମୀଙ୍କୁ ପାଲିଏଟିଭ୍ କେୟାର ତାଲିମଧାମରା,: ଗ୍ରାମାଞ୍ଚଳ ଏବଂ ଉପକଣ୍ଠ ଅଞ୍ଚଳରେ ପାଲିଏଟିଭ୍ କେୟାରସେବାର ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ...

ରାଉରକେଲା/ଭୁବନେଶ୍ୱର,ଆମ ସରକାରଙ୍କନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁସଂକଳ୍ପବଦ୍ଧ। ଆଜି ରାଉରକେଲାଠାରେଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପଦ୍ୟୋଗୀ ଓଅଂଶୀଦାରମାନଙ୍କ...

ଭୁବନେଶ୍ୱର ମହାନଗର ନିଗମଅଂଚଳାଧିନରେ ରହିଥିବା ଭେଣ୍ଡିଂଜୋନ୍ ଓ ଓମ୍ଫେଡ୍ ବୁଥ୍‌ରେ ନିଶା ଦ୍ରବ୍ୟଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରିକଲେ ବ୍ୟବସାୟୀଙ୍କ ଉପରେ ବିଏମସିପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ...

ନୂ୍‌ଆଦିଲ୍ଲୀ,: ସଂସଦର ବଜେଟଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଅଭିଭାଷଣ ସହିତ ଆରମ୍ଭ ହୋଇଛି।ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇକହିଛନ୍ତି, ସରକାର ଏକ ବିକଶିତ ଭାରତ...

error: Content is protected !!