October 29, 2026

admin

–ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ...
 ଭୁବନେଶ୍ୱର,୧।୧୦: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ରାତି...
ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି। IMG-20251004-WA0005.jpg

ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି।

Read More Read more about ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି।
error: Content is protected !!