ରାଜ୍ୟ

ଭୁବନେଶ୍ୱର: ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଲାଗିଛି ନିଆଁ।ଜଙ୍ଗଲରେ ନିଆଁ ପ୍ରାୟ ୨ କିମି ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା।ଲିଭାଇବାକୁ ବନ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ।

ଦୀର୍ଘ ୧୦ ବର୍ଷ ପରେ ପୁଣି ବିଜେପିକୁ ଫେରିଲେ ବିମ୍ବାଧର କୁଅଁର।ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ବିମ୍ବାଧର କୁଅଁର।ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ପଦ୍ମ...

ଟିକେଟ କଟିବା ପରେ ବର୍ଷିଗଲେ ବରୀ ବିଧାୟକ ସୁନନ୍ଦା ଦାସ।ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି କହିଲେ।ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କଲେ, ତାଙ୍କ କଥା...

ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦେଲେ।ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଦେଖିଥାନ୍ତେ, କେବେ ଟିକେଟ କଟିନଥାନ୍ତା।ମୋ ଟିକେଟ କାଟି ଜଣେ ଗୁଣ୍ଡା,...

1 min read

ତାଙ୍କଠାରୁ କଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି- ସୁନନ୍ଦା।ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି।୫ ବର୍ଷ ନିଷ୍ଠାର ସହ କାମ କରିବି...

1 min read

ଚ୍ୟାଉପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ବିନୀ ପାତ୍ର ଟିକେଟ ପାଇଛନ୍ତି।ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ ଟିକେଟ ମିଳିନି।ତିନି ତୁଣ୍ଡରେ ଛେଳି କୁକୁର ଭଳି...

ମୋ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନି।ଏବେ ତ ଦଳ ସହ ଅଛି, ଆବଶ୍ୟକ ପଡ଼ିଲେ ସବୁକିଛି ତ୍ୟାଗ କରିବି।

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ।ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ।ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ।ଓଡ଼ିଆ ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

1 min read

ବରୀ- ବିଶ୍ବରଂଜନ ମଲ୍ଲିକ।ହିନ୍ଦୋଳ- ମହେଶ ସାହୁ।ରଘୁନାଥପଲ୍ଲୀ- ଅର୍ଚ୍ଚନାରେଖା ବେହେରା।କାକଟପୁର- ତୁଷାରକାନ୍ତି ବେହେରା।ବାଲିକୁଦା ଏରସମା-ସାରଦା ପ୍ରସାଦ ଜେନା।ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି।

ବରୀରେ ସୁନନ୍ଦା ଦାସଙ୍କ କଟିଲା ଟିକେଟ୍।ହିନ୍ଦୋଳରେ ସୀମାରାଣୀ ନାୟକଙ୍କ କଟିଲା ଟିକେଟ୍।ରଘୁନାଥପଲ୍ଲୀରେ ସୁବ୍ରତ ତରାଇଙ୍କ କଟିଲା ଟିକେଟ। ବାଲିକୁଦା ଏରସମାରେ ରଘୁନନ୍ଦନ ଦାସଙ୍କ କଟିଲା ଟିକେଟ୍।

error: Content is protected !!