ଜିଲ୍ଲା

ବିହାର ରାଜନୀତିରେ ରୋଚକ ଘଟଣାବଳୀ।ନୀତୀଶଙ୍କ ସକାଳେ ଇସ୍ତଫା, ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ।ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର।ନୀତୀଶ କୁମାରଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୯ତମ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମ।ମନ୍‌ କି ବାତ୍‌ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଚନ୍ଦ୍ରଶେଖରପୁରରେ ୫୯ ବୁଥ୍‌ର କର୍ମକର୍ତ୍ତାଙ୍କ ସହ ଶୁଣିଲେ।ଧର୍ମେନ୍ଦ୍ରଙ୍କ ସହ...

1 min read

ରାଜ୍ୟପାଳଙ୍କୁ NDA ସମର୍ଥନ ପତ୍ର ଦେଲେ ନୀତୀଶ। ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ।ଆଜି ସଂଧ୍ୟା ୫ଟାରେ ଶପଥ ନେବେ ନୀତୀଶ କୁମାର।

1 min read

ଫେବ୍ରୁଆରୀ ୧୦ରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା।ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।ଦେଶର ୨ଟି ସ୍ଥାନରେ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ଦେଲେ ନୀତୀଶ କୁମାର।ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ କୁମାର। ବିଧାୟକ ଦଳ ବୈଠକ ପରେ ଇସ୍ତଫା ନିଷ୍ପତ୍ତି, ଅପରାହ୍ଣରେ...

ଇସ୍ତଫା ଦେଲେ ନୀତୀଶ କୁମାର।ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ଦେଲେ ନୀତୀଶ।ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ।ବିଧାୟକ ଦଳ ବୈଠକ ପରେ ଇସ୍ତଫା ନିଷ୍ପତ୍ତି।ଅପରାହ୍ଣରେ ଶପଥ...

ମହାନ୍ ଦେଶଭକ୍ତ ସଂଗ୍ରାମୀ, ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି ନୀଳମଣି ସାମଲଙ୍କ ମରଶରୀରକୁ ନେଇ ଶେଷଯାତ୍ରା ଏବେ କଟକ ସ୍ୱରାଜ ଆଶ୍ରମରୁ ବଡଚଣାର ସଂଗ୍ରାମୀ...

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ନିମନ୍ତେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ଓଡ଼ିଶା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ହେବଭୁବନେଶ୍ଵର୨୭ ଜାନୁଆରୀ ୨୦୨୪ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ...

error: Content is protected !!