ଜିଲ୍ଲା

୨୪ରେ ଅବପାତର ରୂପ ନେବ ଲଘୁଚାପ।୨୩ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବ।ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ।ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୩ ସୁଦ୍ଧା କୂଳକୁ ଫେରିବେ।୨୪...

ଓଡ଼ିଶାରେ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଯିବେ।ପୂର୍ବାହ୍ନ ସାଢ଼େ ୧୦ଟାରେ ସମ୍ବଲପୁରରେ କାର୍ଯ୍ୟକ୍ରମ।ମା' ସମଲେଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ସାରଦା ନାୟକଙ୍କୁ ବୁଥ୍‌ ଭିତରୁ ଉଦ୍ଧାର ଘଟଣା।ପ୍ରତିକ୍ରିୟା ରଖିଲେ ସାରଦା ନାୟକ।ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ।ନିର୍ବାଚନ ଗାଇଡ୍‌ ଲାଇନ୍‌ ରହିଛି ପ୍ରତି ବୁଥ୍‌କୁ ଯାଇପାରିବି।

ସାରଦା ନାୟକଙ୍କୁ ପୋଲିସ ଉଠାଇନେବା ଘଟଣା।ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ।ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନି।ବୁଥ୍‌ରେ ଥିବାବେଳେ ବିରୋଧୀ ବିରୋଧ କରିଥିଲେ।ବିରୋଧୀଙ୍କ ବିରୋଧ...

ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା।ବାଲେଶ୍ବର, ଭଦ୍ରକ, ଯାଜପୁର, କଟକରେ ମଧ୍ୟ ବର୍ଷା ସୂଚନା।ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ସୂଚନା।କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ...

କଟକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ।ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର।ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ।ଆପଣଙ୍କ ଭୋଟ ହିଁ ଓଡ଼ିଶାର...

୬ବର୍ଷ ହେଲାଣି କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନାହିଁ।ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ ଦାୟୀ।ଯାଞ୍ଚ ରିପୋର୍ଟରେ କଣ ଥିଲା , ଯାହା ପାଇଁ ବିଜେଡି ରିପୋର୍ଟ...

ଅନୁଗୋଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ।ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ।ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି।ଆମ ଘରର...

1 min read

ସୁନ୍ଦରଗଡ଼ ୨୧୧ନଂ ବୁଥରେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର।EVM ତ୍ରୁଟିକୁ ନେଇ ଗ୍ରାମବାସୀଙ୍କ ବିରୋଧ ବେଳେ ଅସୁସ୍ଥ ହେଲେ।ଅଚେତ ଅବସ୍ଥାରେ ମହିଳା ପ୍ରିଜାଇଡିଂ ଅଫିସର ମେଡିକାଲରେ ଭର୍ତ୍ତି।ମତଦାନ...

1 min read

ଆସ୍କାରେ ୭.୬୨%,ବରଗଡ଼ରେ ୯.୧୧% ଭୋଟିଂ।ବଲାଙ୍ଗିରରେ ୪.୯୬%,କନ୍ଧମାଳରେ ୬.୭୭% ଭୋଟିଂ।ବୌଦ୍ଧ-୭.୯୮%,ଗଞ୍ଜାମ-୭.୨୫%।ଝାରସୁଗୁଡ଼଼ା-୯.୮୬%,ନୟାଗଡ଼-୬.୭୭% ଭୋଟିଂ।ସୁବର୍ଣ୍ଣପୁର-୮%, ସୁନ୍ଦରଗଡ଼-୫.୫୦% ଭୋଟିଂ।

error: Content is protected !!