June 12, 2026

Now Odisha

Now Odisha

ରାଜନୀତି

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ଏନଡିଏ ମଧ୍ୟରେ ଦେଖାଦେଇଥିବା ମତଭେଦର ଅବସାନ ଘଟିଛି। ଏନଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରିଆରେ ଆସନ...

ପଶ୍ଚିମବଙ୍ଗର ଦୁର୍ଗାପୁରର ଶୋଭାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରବିବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏଭଳି ଏକ ଘଟଣାକୁ ନେଇ ସେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି।ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜର ଛାତ୍ରୀ ହୋଇଥିବାରୁ ଏହି ଘଟଣା ପାଇଁ ପୂରା ଦାୟିତ୍ୱ ସରକାରଙ୍କଠାରୁ ହଟାଇ ଉକ୍ତ ମେଡିକାଲ କଲେଜ ଉପରେ ଲଦିବାକୁ ପ୍ରୟାସ କରିଛନ୍ତି ମମତା।ସେ କହିଛନ୍ତି, ସେ (ପୀଡ଼ିତା) ଏକ ଘରୋଇ ମେଡିକାଲ କଲେଜରେ ପଢ଼ନ୍ତି। ତା’ହେଲେ ଏହା କାହାର ଦାୟିତ୍ୱ? ସେ କାହିଁକି ରାତି ସାଢ଼େ ୧୨ଟା ବେଳେ ବାହାରକୁ ଆସିଥିଲେ? ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜେ ସେମାନଙ୍କ ଶିକ୍ଷାର୍ଥୀଙ୍କ ଯତ୍ନ ନେବା ଉଚିତ। ତା’ସହିତ ରାତିରେ ବାହାରେ ବୁଲିବା ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବା ଉଚିତ। ସେମାନଙ୍କୁ ରାତିରେ ବାହାରେ ବୁଲାବୁଲି କରିବାକୁ ଅନୁମତି ଦିଆନଯିବା ଉଚିତ। ସେମାନେ ନିଜକୁ ନିଜେ ରକ୍ଷା କରିବା ଉଚିତ। ମୁଁ ଯାହା ଜାଣିଛି ଘଟଣା ଘଟିଥିବା ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଅଛି।ଏହା ସହିତ ସେ ଓଡ଼ିଶାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତିନି ସପ୍ତାହ ତଳେ ଓଡ଼ିଶାରେ ସମୁଦ୍ର କୂଳରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେହି ମାମଲାରେ ଓଡ଼ିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ପଶ୍ଚିମବଙ୍ଗରେ ଯଦି ମହିଳାଙ୍କ ସହିତ କିଛି ବି ଘଟେ, ଆମେ ତାକୁ ସାଧାରଣ ମାମଲା ଭାବେ ନେଉ ନାହିଁ। ସେଗୁଡ଼ିକୁ ଆମେ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ଗ୍ରହଣ କରୁ।ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। କାରଣ ତିନି ସପ୍ତାହ ତଳେ ଓଡ଼ିଶାର କୌଣସି ସମୁଦ୍ର କୂଳରେ ଏମିତି ଏକ ଘଟଣା ଘଟି ନାହିଁ। ତଥାପି ମମତା ଜଣେ ମୁଖ୍ୟମନ୍ତ୍ରୀ ହୋଇ କେଉଁ ଆଧାରରେ ଏଭଳି ଏକ ତଥ୍ୟ ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ମମତା ଆହୁରି କହିଛନ୍ତି, ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଘଟେ, ତାହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ ଏଭଳି ମାମଲା ବହୁତ ଘଟୁଛି। ଆମେ ଭାବୁଛୁ ସେଠାକାର ସରକାରଗୁଡ଼ିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ଇମ୍ଫାଲ,୧୩।୯: ୨୦୨୩ ମଣିପୁର ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ସେଠାରେ ପହଞ୍ଚିଛନ୍ତି। ମୋଦି ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି।...

ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା" ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ...

ଭୁବନେଶ୍ୱର,୧୨ା୯: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।...

ନୂଆଦିଲ୍ଲୀ : ଜାରି ରହିଛି ଟ୍ରମ୍ପଙ୍କ ଟାରିଫ୍‌ ବିବାଦ । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁ ବୋଲି ଦାବି...

୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ...

ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଚାଲିଛି ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ୍‌ ପାଇଁ ବଡ଼ ପଦକ୍ଷେପ ନେବେସରକାର। ଯୋଗ୍ୟଙ୍କୁ ସାମିଲ୍‌ ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ତତ୍ପରତା...

ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ରହିବ। ୟୁନିଟ-୨, ଅଶୋକନଗର,...

ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ-ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌'-କ୍ବାଡ୍ ସିଟି ପ୍ରୋଗ୍ରାମ...

error: Content is protected !!