March 14, 2026

Now Odisha

Now Odisha

Year: 2025

ଭୁବନେଶ୍ୱରସ୍ଥିତ ଜିଲ୍ଲା ଭୁବନେଶ୍ୱରସ୍ଥିତ ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ...

ନିଖୋଜ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେ. ନୂଆଗଡ ଗାଁରେ ଦେଖିବାକୁ ମିଳିଛି ଏ ଅଘଟଣ। ଗାଁର ମୃତକ...

ଭୁବନେଶ୍ୱର ପାର୍କ ନିକଟରେ ଅଭାବନୀୟ ଘଟଣା। ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ।ଗଳା କାଟି ଦେବା ପରେ ସେ ଗୁରୁତର ଆହତ ହୋଇଛିପ୍ରେମିକ।। ଅଭିଯୁକ୍ତଙ୍କ ନାମ ନାଟି ଗୁରୁମ୍। ପ୍ରେମିକା ଓ ପ୍ରେମିକ ଉଭୟଙ୍କ ଘର ଦାର୍ଜିଲିଂରେ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମହିଳା ଜଣକ ବୁଢା ପାର୍କ ନିକଟରେ ଗତ କିଛି ମାସ ଧରି ଏକ ଛୋଟ ମୋମୋ ଷ୍ଟଲ୍ ଚଳାଉଥିଲେ।ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ବୁଦ୍ଧ ପାର୍କକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ ଅନ୍ୟ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ସେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ରାଗରେ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ର ବାହାର କରି ମହିଳାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣପରେ ରାସ୍ତା ଦେଇ ଯାଉଥିବା ଲୋକମାନେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତଆରମ୍ଭକରିଛି।

ରାଷ୍ଟ୍ରପତି ମୁର୍ମୁ ପୂର୍ବାହ୍ନ ୧୧.୫୦ ଘଟିକାରେ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଯାତ୍ରା କରି ଅପରାହ୍ନ ୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ...

ଆସନ୍ତାକାଲି ନଭେମ୍ବର ୨୪ରେ ସୋମବାର ସକାଳ ୧୦. ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ । ସାମାନ୍ୟ ଝଗଡ଼ାରୁ ଛୁରିରେ ଯୁବତୀଙ୍କ ବେକ କାଟି ଦେଲା ଯୁବକ। ଏହା ପରେ...

ଓଡିଶା ଉପକୂଳକୁ ୬ଟି ଉପକୂଳ ଜିଲ୍ଲାରେ ଭାଗ କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ। ଏହି ୬ଟି ଜିଲ୍ଲାରେ ଉପକୂଳ ଇଲାକା...

ଭଲପାଇ ପ୍ରେମବିବାହ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି ପୁନଶ୍ଚ ବିଚ୍ଛେଦ କୁ ନେଇ ହାଇ ଡ୍ରାମା ଏବଂ ଶେଷରେ ଶ୍ୱଶୁର ଘର ଉପରେ...

ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଯୁବକ ଗିରଫ। ଗିରଫଅଭିଯୁକ୍ତଙ୍କୁ ମହିଧରପୁର ଅଞ୍ଚଳର କର୍ଣ୍ଣପୁର ଗ୍ରାମର ସୌମ୍ୟ ରଞ୍ଜନ ରଥ ବୋଲି ଚିହ୍ନିତ କରାଯାଇଛି। ଅନୁଗୁଳ ଜିଲ୍ଲାର ଶିଳ୍ପ...

error: Content is protected !!