March 15, 2026

Now Odisha

Now Odisha

Year: 2025

ସମ୍ବଲପୁର,୨୭।୧୦: ଜବ୍‌ ଫ୍ରଡ୍‌ରେ ୬୪ ଲକ୍ଷ ଟଙ୍କା ଲୁଟି ଚାପରେ ପଡ଼ିଥିବା ଚିପିଲିମାର ୩୮ ବର୍ଷୀୟ ସ୍ୱର୍ଣ୍ଣପ୍ରଭା ପାଢ଼ୀ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛନ୍ତି।...

ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ ନିକଟ ନଦୀର ଜଳସ୍ତର ବଢ଼ିଯାଇଥିଲା। ଫଳରେ, ବାଦପୁର ଗାଁର ସୁନିତା...

୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ… ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ...

ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ...

ଭୁବନେଶ୍ଵର: ବାତ୍ୟା ମନ୍ଥା ମୁକାବିଲା ନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ...

ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ...

ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଡିଏଲା ଗର୍ଭବତୀ ଅଛି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା...

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି ଅବକାରୀ ବିଭାଗ। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନାମୀଦାମୀ କମ୍ପାନୀର ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ନକଲି ବିଦେଶୀ ମଦ କାରଖାନା ଚଲାଉଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବା ବେଳେ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ସୂଚନା ଅନୁସାରେ, କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା। ପାଖାପାଖି ମାସେ ହେଲାଣି ଏହି କାରଖାନା ନେଇ ତଥ୍ୟ ସଂଗ୍ରହ କରାଯାଉଥିଲା। ଆଜି ଭୋରରେ ଅବକାରୀ ବିଭାଗର ପରଜଙ୍ଗ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପଦ୍ମିନୀ ନାୟକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାମୀ ବିଚିତ୍ର ନାୟକ ଫେରାର ହୋଇଯାଇଥିଲେ। ତାଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି।

ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ହିଁ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର...

କେନ୍ଦୁଝର,୨୬।୧୦ ଚଳିତ ମାସ ୨୪ ତାରିଖରୁ ଗୁଜୁରାଟର ସୁରଟରେ ଆରମ୍ଭ ହୋଇଛି ଜାତୀୟ ଜୁଡୋ ପ୍ରତିଯୋଗିତା। ଏଥିରେ ଓଡିଶା ଦଳରେ ସାମିଲ ଥିବା କେନ୍ଦୁଝର ଜିଲାର ବୈଷ୍ଣବୀ...

error: Content is protected !!