ନାଇଜର: ନାଇଜରର ରାଜଧାନୀ ନିଆମେରେ ବଡ଼ ଆକ୍ରମଣ । ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି ।...
Month: January 2026
ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଦୁଇ ଦିନ ଏହା ପର୍ଯ୍ୟଟକଙ୍କ...
ଭୁବନେଶ୍ୱର : ସେଲୁନ ମାଲିକର ସାଇବର ଠକେଇ ନେଟୱର୍କ । ଅସଲି ଟ୍ରେଡ କମ୍ପାନୀର ନକଲି ଆପ୍ ତିଆରି କରି ଠକିଥିଲେ ୯୪ଲକ୍ଷ ଟଙ୍କା । ଅଢ଼େଇ କୋଟିର...
ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର - ଉତ୍ତର ଘୁମୁସର ବନଖଣ୍ଡରେ ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ...
ଦେବଗଡ,): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦେବଗଡ ଜିଲା ରିଆମାଳ ଥାନା...
ମାଲକାନଗିରି: ମାଲକାନଗିରି ସହରରେ ଆଜି ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ। ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଟିମ୍ ଏବଂ ପୌର ପରିଷଦର ମିଳିତ ସହଯୋଗରେ...
ଜୟପୁର, ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ...
ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ମହିଳା ଅପହରଣ ଅଭିଯୋଗ ପ୍ରାୟ ଏକ ମାସ ପରେ ମଧ୍ୟ ମହିଳାଙ୍କ ପତ୍ତା ମିଳୁନାହିଁ ,ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ ଭୁବନେଶ୍ୱର,:-ରାଜ୍ୟରେ...
ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡକଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଆଶ୍ୱସ୍ତି ଦେଲାପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ପାଇଁଲୋକେ ହନ୍ତସନ୍ତ ହେଉଥିବା...
ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆଇସଲାମାବାଦ:-: ଅପରେସନ୍ସିନ୍ଦୂରରେ ଭାରତ ସହ ମୁକାବିଲା କରିଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ।ଯେତେ ଚାହିଁଲେ ବି ଆଉ ଅଣ୍ଟାସଳଖିପାରୁନି। ଅପରେସନ୍ ସିନ୍ଦୂରରେପାକିସ୍ତାନର ସୈନ୍ୟ...
