April 16, 2026

Now Odisha

Now Odisha

Month: March 2026

୪ସପ୍ତାହଚାଲିବଯୁଦ୍ଧ- ଟ୍ରମ୍ପ.-ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ-ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ.'-ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା...

ଭୟଙ୍କରହେବମହାଯୁଦ୍ଧଇସ୍ରାଏଲ୍-ଆମେରିକାର ଅପରେସନରେ ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ଇରାନ୍। ଇସ୍ରାଏଲ୍ ସମେତ UAEରେ ବିଭିନ୍ନ ଦେଶରେ ଭୟଙ୍କର ହମଲା କରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଆଗକୁ ଆହୁରି...

ଅସ୍ତ୍ରଛାଡ଼,ନଚେତ୍ମୃତ୍ୟୁ_ନିଶ୍ଚିତ- ଟ୍ରମ୍ପ.-ଇରାନ୍ ସେନାକୁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ-ଅସ୍ତ୍ର ଛାଡ଼, ନଚେତ୍ ମୃତ୍ୟୁ ନିଶ୍ଚିତ କହିଲେ ଟ୍ରମ୍ପ.'-ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ'-'ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ...

ଭୁବନେଶ୍ୱର: ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ...

କରଞ୍ଜିଆ: ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କମୃତ୍ୟୁଘଟିଥିବାବେଳେ ଆଉ ଚାରିଜଣ ଗୁରୁତର...

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ବିରୋଧରେ ଜମ୍ମୁ ଏବଂ କାଶ୍ମୀରରେ ବଡ଼ ଧରଣର ପ୍ରତିବାଦ ହୋଇଛି। ଯାହା ଉପତ୍ୟକାର ଶାନ୍ତିକୁ ପ୍ରଭାବିତ କରିଛି।...

ବଲାଙ୍ଗୀର ଜିଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ଥିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।...

ଚାନ୍ଦବାଲି : ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭଦ୍ରକ ଜିଲ୍ଲା ଆରଡି ପୀଠର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।...

ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ...

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରକୁ ପୁଣିଥରେ ବୋମା ଧମକ ମିଳିଛି। ରବିବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ...

error: Content is protected !!