୪ସପ୍ତାହଚାଲିବଯୁଦ୍ଧ- ଟ୍ରମ୍ପ.
-ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ
-ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ.
‘-ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ’
-‘ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ’
-ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ- ଟ୍ରମ୍ପ.
-‘ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି’
-ଯୁଦ୍ଧରେ ଆମର ୩ ସୈନ୍ୟ ନିହତ ହୋଇଛନ୍ତି- ଟ୍ରମ୍ପ -‘ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ’

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…