କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ


👉 NH-55 ପାଲଟିଛି ମରଣଯନ୍ତା।ନିଜ ଜିଲ୍ଲାରେ ରାସ୍ତାର ଦୂରାବସ୍ଥା ଧର୍ମେନ୍ଦ୍ରଙ୍କୁ ଦିଶୁନି।

👉 ନିଘୋଡ଼ ନିଦରେ ଶୋଇଛନ୍ତି ଧର୍ମେନ୍ଦ୍ର। NH କର୍ତ୍ତୃପକ୍ଷଙ୍କ ଚମଡ଼ା ମୋଟା ହୋଗଲାଣି।

👉 ରୋଡ ସେଫ୍ଟି କମିଟି ବୈଠକକୁ ଆସୁନାହାନ୍ତି କି ଉତ୍ତର ଦେଉନାହାନ୍ତି।

👉 ୭ ବର୍ଷ ହେଲା କରୁଛି ମରାମତି ଓ ସଂପ୍ରସାରଣ।

👉 ପ୍ରତିଦିନ ହାରାହାରି ୨ ଜଣଙ୍କ ମୃତ୍ୟୁ, ୨୦ରୁ ୨୫ ଆହତ।

👉 ଲୋକଙ୍କ ସମସ୍ୟା କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାଯାଉନି।

👉 ତୁରନ୍ତ NH ମରାମତି କରାନଗଲେ ମିଳିବ ଦୃଢ଼ ଜବାବ।


error: Content is protected !!