ବଡ଼ଦିନ ପାଇଁ ସୁରକ୍ଷା କଡ଼ାକଡ଼ି।


ଭୁବନେଶ୍ୱରରେ ବଡ଼ଦିନ ଓ ଜିରୋ ନାଇଟ୍ ପାଇଁ ସୁରକ୍ଷା କଡ଼ାକଡ଼ି।

👉 ଭୁବନେଶ୍ୱରର ସବୁ ଚର୍ଚ୍ଚ ଆଗରେ ପୋଲିସ ମୁତୟନ ହେବେ।

👉 ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯାଇଛି।

👉 ଜିରୋ ନାଇଟ ସେଲିବ୍ରେସନ୍‌ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି।


error: Content is protected !!