ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୂଁଖାଇ ପର୍ବ ଏକ ମହାନ ପର୍ବ ଏହା କୃଷି ଭିତ୍ତିକ ପର୍ବ ଅଟେ । ଏହି ପର୍ବ ରେ ଏକତାର ସୁଦୃଢ଼ ହୋଇଥାଏ ଏହି ପର୍ବ ରେ ଦେଶବିଦେଶ ରେ ରହିଥିବା ଶ୍ରମିକ ଓ ସରକାରଙ୍କ କର୍ମଚାରି ମାନେ ସମସ୍ତେ ନିଜ ନିଜ ଜନ୍ମ ମାଟି କୁ ଆସି ଏହି ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରିଥାନ୍ତି ଏହିଦିନରେ ନିଜଇଷ୍ଟଦେବୀ ସଲେଶ୍ୱରି ଙ୍କ ଠାରେ ପ୍ରଥମେ ନୂଆଁ ଧାନର ଅନ୍ନଭୋଗ ଦିଆଯାଇଥାଏ ଓ ପର୍ବ ପାଳନ କରାଯାଇଥାଏ। ତେଣୁ ଏହିପର୍ବ କେମିତି ଭଲ ଭାବରେ ପାଳନ କରାଯିବ ସେଥି ପ୍ରତି ଧ୍ୟାନ ଦେବାପାଇଁ ଭେଡ଼େନ ତହସିଲ୍ କାର୍ଯ୍ୟାଳୟ ର ଅତିରିକ୍ତ ତହସିଲଦାର ଶ୍ରୀ ନରହରି ବେହେରା ପଶ୍ଚିମ ଓଡ଼ିଶା ବାସୀଙ୍କୁବାର୍ତ୍ତା ଦେଇଛନ୍ତି।

More Stories
ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…