ଜଳିଗଲା ବସ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ


ଢେଙ୍କାନାଳ: ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଗଲେ ଯାତ୍ରୀ।ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ୍।ବସ୍‌ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଦମକଳ ବାହିନୀ ଦ୍ବାରା ନିଆଁ ଆୟତ୍ତ।


error: Content is protected !!