ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ


ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ।+୩ ଦ୍ୱି ତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ।ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଛାତ୍ରୀଙ୍କ ଧାରଣା।ପ୍ରବଳ ଖରା ଯୋଗୁଁ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନଥିବାରୁ ପ୍ରତିବାଦ।ଆସନ୍ତା ୩୦ ତାରିଖରୁ ମେ ୧୮ ତାରିଖ ଯାଏଁ ପରୀକ୍ଷା ଅଛି।


error: Content is protected !!