ଆଜି କୋରାପୁଟରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ


କୋରାପୁଟର ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ Naveen।ସକାଳ ୧୦ଟାରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ।ଜୟପୁରରୁ ହେଲିକପ୍ଟର ଯୋଗେ କୋରାପୁଟ ଯିବେ।ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।


error: Content is protected !!