ବ୍ଲକିଂ ଚେକିଂ ବେଳେ କାର୍‌ରୁ ୨୦ ଲକ୍ଷ ଟଙ୍କା ଜବତ


କେନ୍ଦୁଝର: ବ୍ଲକିଂ ଚେକିଂ ବେଳେ କାର୍‌ରୁ ୨୦ ଲକ୍ଷ ଟଙ୍କା ଜବତ।ବଡ଼ବିଲ ଥାନା ଭଦ୍ରାସାହି ଛକ ନିକଟରେ ଜବତ କଲା ପୁଲିସ।ମାତ୍ର ଧରାପଡ଼ିଯିବା ଭୟରେ କାର୍‌ ଛାଡ଼ି ଚାଳକ ଚମ୍ପଟ୍‌।ଦୁଇଟି ବ୍ୟାଗ୍‌ରେ ଥିବା ଏତେ ଟଙ୍କା କାହାର ସ୍ପଷ୍ଟ ହୋଇନି।


error: Content is protected !!