ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଟାଇମ୍ ଦେଲେ ପାଣ୍ଡିଆନ୍


ଆସନ୍ତା ଜୁନ ୯ ତାରିଖ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ ।ଭବାନୀପାଟଣା ସମାବେଶରେ ଦୃଢୋକ୍ତି ପ୍ରକାଶ କଲେ କାର୍ତ୍ତିକ ପାଣ୍ଡିଆନ ।


error: Content is protected !!