ବୈଜୟନ୍ତ ପଣ୍ଡାଙ୍କ ପ୍ରେସମିଟ୍‌


ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି।ସାରା ପୃଥିବୀରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି।ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି।ଭାରତ ପ୍ରଗତି ପଥେ, କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି।


error: Content is protected !!