ସୁସୁମୁ କିଟାଗାୱା, ରିଚାର୍ଡ ରୋବସନ ଓ ଓମାର ୟାଘିଙ୍କୁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି। ମେଟାଲ ଅର୍ଗାନିକ ପ୍ରେମୱାର୍କକୁ ବିକଶିତ କରିବାରେ ଏହି ବୈଜ୍ଞାନିକ ସକ୍ଷମ ହୋଇଥିବାରୁ ସେମାନଙ୍କୁ ନୋବେଲ ପୁରସ୍କାର ମିଳିବ।ଭେଷଜ ଓ ପଦାର୍ଥ ବିଜ୍ଞାପନ ପରେ ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପ୍ରଦର୍ଶନ ପାଇଁ ନୋବେଲ(Nobel) ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ୨୦୨୪ ଓ ୨୦୨୩ ଭଳି ୨୦୨୫ରେ ମଧ୍ୟ ରସାୟନ ବିଜ୍ଞାନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର।
କୁସୁମୁ ଜାପାନର କୟୋଟୋ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ବେଳେ ରିଚାର୍ଡ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଓ ଓମାର ଆମେରିକାର ବେରକେଲେୟ ଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ,
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା