• ବରଗଡ଼ରେ ସ୍କ୍ରବ ଟାଇଫସ୍ ଆତଙ୍କ।
• ଏଯାଏ ବରଗଡ଼ରେ ଆକ୍ରାନ୍ତ ହେଲେଣି ୧୪୦ ଜଣ।
•୨ ସପ୍ତାହ ମଧ୍ୟରେ ସ୍କ୍ରବ ଟାଇଫସ୍ରେ ୫ ଜଣଙ୍କ ମୃତ୍ୟୁ
•ସୋହେଲା ବ୍ଲକ୍ରେ ୨ଜଣଙ୍କ ମୃତ୍ୟୁ ହେଲାଣି ଅତାବିରା, ବରପାଲି ଓ ଭେଡେନରେ ଜଣେ ଲେଖାଏଁ ମୃତ।
•ଏକ କୀଟ ଦ୍ବାରା ଏହି ରୋଗ ବ୍ୟାପୁଛି।
•ପଶୁମାନଙ୍କ ଦେହରେ ଏହି କୀଟ ରହିଥାଏ ଏହି ରୋଗରେ ୫-୬ ଦିନ ଜ୍ବର ରହିଥାଏ ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା କରାଯାଉଛି।
•ADMO ଜନସ୍ବାସ୍ଥ୍ୟ ADMO ଡାକ୍ତର ସାଧୁଚରଣ ଦାସଙ୍କ ସୂଚନା।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି