କିଏ କହୁଛି ଭଗବାନ ନାହାନ୍ତି – କିଏ କହୁଛି ଦୁନିଆରେ ସୁନ୍ଦର – ଉତ୍ତମ – ମହାନ – ଭଲ ବ୍ୟକ୍ତିତ୍ୱ ନାହିଁ – ସମାଜରେ ଅନେକ ଲୋକ ନିଜେ ନିଜର ସ୍ୱାର୍ଥ ପଛରେ ଧାଉଁ ଥିବା ବେଳେ – ନିଜେ କେମିତି ଭଲରେ ବଞ୍ଚିବେ ଭାବୁଥିବା ବେଳେ କିଛି ଏମିତି ସମାଜରେ ସତ କର୍ମ ଏବଂ ଈଶ୍ୱର ଙ୍କ ପ୍ରମାଣ ଦିଅନ୍ତି : କିଏ ନିଜେ ନିଜର ପ୍ରୋପାଗଣ୍ଡା ରେ ବ୍ୟସ୍ତ ଥାନ୍ତି ତ ଆଉ କିଏ ନିଜେ ସମାଜରେ ସବୁ କରୁଛନ୍ତି ବୋଲି ଦେଖେଇ ହୋଇଥାନ୍ତି : କିନ୍ତୁ ଏମିତି ଵ୍ୟକ୍ତି ମଧ୍ୟ ରହିଛନ୍ତି ଯିଏ ପରଦା ପଛରେ ଥାଇ ମଧ୍ୟ ମାନବିକତା ଦେଖାନ୍ତି : ମୋ ନଜରରେ ଏବଂ ମୁଁ ମିଶିଥିବା ହୃଦୟରୁ ଚିହ୍ନି ଥିବା ଏମିତି କିଛି organization,ମହାନ ବ୍ୟକ୍ତି ମାନେ ଅଛନ୍ତି ଯିଏ କି ବିନା ସ୍ୱାର୍ଥରେ ସମାଜ ପାଇଁ ଲଢ଼ନ୍ତି — ନିରୀହ ଙ୍କୁ ନ୍ୟାୟ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟା କରନ୍ତି — କିଛି ଆଇନ ଯିବି, କିଛି ସମାଜ ସେବୀ ଏବଂ କିଛି ନେତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏🙏🙏 ବାସ୍ତବରେ ମୁଁ ଏମାନଙ୍କୁ ହିଁ ସମାଜର real ହିରୋ ବୋଲି ଭାବେ — ନାଁ କି କୌଣସି ସୁପରଷ୍ଟାର ନାଁ କୌଣସି ହାଇଫାଇ ନେତା ଏମାନେ କେବେ ମୋ ନଜରରେ real ହିରୋ ନୁହନ୍ତି :: YES WE CAN ଏବଂ ଅନ୍ୟ ସମାଜ ସେବୀ ଭାଇ ମାନଙ୍କୁ ଧନ୍ୟବାଦ ଦେଵୀ,, ପ୍ରଣାମ ଜଣାଇବି 🙏🙏 ଯେତେବେଳେ ପ୍ରଶାସନ, ବଡ଼ ବଡ଼ ଗଣାମାଧ୍ୟମ ଏହି ପିଲା ପାଖରେ ପହଁଞ୍ଚି ପାରିଲେନି ସେତେବେଳେ ଆପଣମାନେ ପହଁଞ୍ଚି ଏହି ପିଲାଟିର ଆସୁ ଆରୋଗ୍ୟ କାମନା

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |