ନୂଆପଡ଼ା- ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି ଉପନିର୍ବାଚନ ପାଇଁ ନୂଆପଡ଼ାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଅନ୍ୟପକ୍ଷେ ନୂଆପଡ଼ା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ସୁରକ୍ଷା ସୁବ୍ୟବସ୍ଥା କଡ଼ାକଡି କରିଦିଆଯାଇଛି। ନୂଆପଡ଼ାରେ ୧୪ କମ୍ପାନୀ CAPF ମୁତୟନ ରହିବେ ବୋଲି ଏସ୍ପି କହିଛନ୍ତି। ଏପରିକି ଇନର କର୍ଡନରେ CAPFଙ୍କୁ ନିୟୋଜିତ କରାଯାଇଥିବା ବେଳେ ବାହାରେ ସ୍ଥାନୀୟ ପୋଲିସକୁ ମୁତୟନ କରାଯିବ। ୧୦୦ରୁ ଊର୍ଦ୍ଧ୍ୱ ବୁଥରେ CAPFଙ୍କୁ ମୁତୟନ କରାଯିବ ବୋଲି ଏସ୍ପି କହିଛନ୍ତି। - Now Odisha
Skip to content
Post Views: 9
error: Content is protected !!
More Stories
ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ ।
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ