କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟ୍ୟ ମଣ୍ଡପକୁ ଏଣିକି ପ୍ରବେଶ କରି ପାରିବେ ନାହିଁ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଏପରି ନିଷ୍ପତ୍ତି ନେଇଛି । ASI ର ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ବାରମ୍ବାର ନାଟ୍ୟ ମଣ୍ଡପରେ ଦୁର୍ଘଟଣା ହେଉଥିଲା ।ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟଇକୁ ପରିଲକ୍ଷିତ କରି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମନୁମେଣ୍ଟ ଆଇନ୍ରେ ଚଢ଼ିବା ବାରଣ ଥିବା କାରଣ ମଧ୍ୟ ଦର୍ଶାଇଛି ASI । ନାଟ୍ୟମଣ୍ଡର ଚାରିପାଖ ସମ୍ମୁଖକୁ ବ୍ୟାରିକେଟ ଲଗାଇ ବନ୍ଦ କରିଦିଆଯାଇଛି । - Now Odisha
Skip to content
Post Views: 19
error: Content is protected !!
More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…