ହତ୍ୟା ନା ଆତ୍ମହତ୍ୟା


• ଯାଜପୁର: ରଶି ବନ୍ଧା ଅବସ୍ଥାରେ ପାଣିରେ ଭାସୁଛି ମୃତଦେହ।

• ବିଞ୍ଝାରପୁର ଥାନା ଖରସ୍ରୋତା କଲେଜ ପଛପଟ କେନାଲରେ ଭାସୁଛି ମୃତଦେହ।

• ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ , ଘଟଣାସ୍ଥଳରେ ପୋଲିସର ଛାନଭିନ।


error: Content is protected !!