ସୂଚନା ମୁତାବକ ପେଟ୍ରୋଲ ଭରିବା ବେଳେ ସାବଧାନ । ନ ହେଲେ ଆପଣଙ୍କ ଗାଡି ବି ହୋଇପାରେ ଅକାମୀ ର ଶିକାର । ହଁ ଦର୍ଶକବନ୍ଧୁ ସାଧାରଣତଃ ଗାଡିରେ ପେଟ୍ରୋଲ ପକାଇବା ବେଳେ ଆମେ ପେଟ୍ରୋଲ ଫୋମ୍ପ ର ମୂଲ୍ୟ ଦେଖାଉଥିବା 0 ମିଟରକୁ ଦେଖିଥାଉ କିନ୍ତୁ ଯାହା ଦେଖିବା କଥା ତାହାକୁ ଦେଖିନ ଥାଉ ।ଯାହା ଫଳରେ ଆପଣଙ୍କ ଗାଡି ଅକାମୀର ଶିକାର ହୋଇଥାଏ ।
ଆପଣମାନେ ଇଛା ମୁତାବକ ଗାଡିରେ ପେଟ୍ରୋଲ ଭରିଥାନ୍ତି କିନ୍ତୁ ତାହା ଶୁଦ୍ଧ କି ନାହିଁ ଅନୁସନ୍ଧାନ କରିନଥାନ୍ତି । ଯଦି ଆମେ ଅଶୁଦ୍ଧ ବା କମ୍ ଗୁଣାବତ୍ତା ପେଟ୍ରୋଲକୁ ଗାଡିରେ ପକେଇବା ଦ୍ଵାରା ଆପଣଙ୍କ ଗାଡି ଧୀରେ ଧୀରେ ଖରାପ ହେବାକୁ ଲାଗିବ ଓ ଅକାମୀରେ ପରିଣତ ହୋଇଥାଏ ।
ମାତ୍ର ଯଦି ଆପଣ ଠକାମୀରୁ ରକ୍ଷା ପାଇବାକୁ ଚାହାଁନ୍ତି ତେବେ ନିଶ୍ଚିତ ପେଟ୍ରୋଲ ଭରିବା ବେଳେ ଏହାକୁ ଦେଖନ୍ତୁ । ପେଟ୍ରୋଲ ଢାଳିବାକୁ ଯାଇଥିବା ବେଳେ ପେଟ୍ରୋଲ ଦାମ୍ ସହ Desity ଦର୍ଶାଯାଇଥାଏ । ଏହାକୁ ଯଦି ନ ଦେଖିବା ତେବେ ଠକାମିରରେ ପଡିଥାଉ । ସାଧାରଣତଃ ପେଟ୍ରୋଲ ଭରିବା ବେଳେ କର୍ମଚାରୀମାନେ 0 ମିଟରକୁ ଦେଖିବାକୁ କୁହନ୍ତି ମାତ୍ର କେହି ବି Desityକୁ ଦେଖିବା ପାଇଁ କହିନଥାନ୍ତି ।ବହୁତ କମ୍ ଲୋକମାନେ ଦେଖିବାକୁ କହିଥାନ୍ତି । ପେଟ୍ରୋଲ ଫୋମ୍ପ ର Desity ର ନମ୍ବର ଆପଣଙ୍କୁ ଇନ୍ଧନର ଶୁଦ୍ଧତା ଜଣାଇଥାଏ । ଯଥା ଯାହାକୁ ନ ଦେଖିବା ଦ୍ଵାରା ଗାଡିରେ ଖରାପ ପେଟ୍ରୋଲ ଯାଇଥାଏ ଓ ଗାଡିକୁ ଖରାପ କରିଦିଏ । ସରଳତାରେ କହିବାକୁ ଗଲେ Desity ହେଉଛି ଘନତ୍ଵ ଯଥା କୋଣସି ଇନ୍ଧନର ଗାଢତା କୁ ଏହା ଦର୍ଶାଇଥାଏ । ତେଣୁ ଏଥିରେ ସାମାନ୍ୟ ଏପଟେ ସେପଟେ ହେଲେ ଜାଣିବେ ଆପଣଙ୍କ ପେଟ୍ରୋଲ କମ୍ ଗୁଣାବତ୍ତାର ବୋଲି ।
ସରକାରଙ୍କ ନିଦ୍ଧାରିତ ମାନକ ଅନୁସାରେ ପେଟ୍ରୋଲ Desity 730 ରୁ 800 ଶହ କିଲୋଗ୍ରାମ ରଖାଯାଇଥିବା ବେଲଲେ ଡିସେଲ Desity 830 ରୁ 900ଶହ ରଖାଯାଇଛି । ତେବେ ପେଟ୍ରୋଲ ଭରୁଥିବା ସମୟ ଯଦି ଏହି ମାତ୍ରା ଠାରୁ କମ୍ , ଅଧିକ ହୁଏ ତେବେ ଜାଣିବେ ଆପଣଙ୍କ ପେଟ୍ରୋଲରେ ଅପମିଶ୍ରଣ ହେଇଛି ବୋଲି । ତେଣୁ କେବଳ 0 ମିଟର ଉପରେ ନୁହେଁ Desity ମିଟର ଉପରେ ମଧ୍ୟ ଆଖି ଦେବା ଉଚିତ୍ ।

More Stories
ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର; ଲିଖିତ ଚୁକ୍ତି ବାଧ୍ୟତାମୂଳକ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ