ସୂଚନା ଅନୁସାରେ ନକ୍ସଲ ମାନେ ଝିଅ ମାନଙ୍କ ସହ ଜବରଦସ୍ତି ରଖୁଛନ୍ତି ଶାରୀରିକ ସମ୍ପର୍କ ! ମାଓବାଦୀଙ୍କ କାମ୍ପରୁ ମିଳିଛି ଏପରି ବହୁତ କିଛି ଆପତ୍ତିଜନକ ସାମଗ୍ରୀ ! ଯାହାକୁ ଦେଖି ଏପରି କିଛି ଖୁଲାସା କରିଛନ୍ତି ନବରଙ୍ଗପୁର SP ଏସ ଶୁଶ୍ରୀ ! ତେବେ ସୂଚନା ମୁତାବିକ ଦିନକୁ ଦିନ ମାଓବାଦୀ ମାନଙ୍କ ପାଦୁର୍ଭାବ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି ।
ଯାହା ଯୋଗୁ ପୋଲିସ ତଥା ସାଧାରଣ ଜନତା ମଧ୍ୟ ଏଥିଯୋଗୁ ହନ୍ତସନ୍ତ ହେବାରେ ଲାଗିପଡିଛନ୍ତି ।ତେବେ ନିକଟରେ SP ଏକ ପ୍ରେସମିଟରେ ମାଓବାଦୀ ମାନଙ୍କୁ ନେଇ ଏପରି କିଛି ଖୁଲାସା କରି କହିଛନ୍ତି । ଯେ ନକ୍ସଲ ମାନେ ନିଜର ଶାରୀରିକ ତୃପ୍ତି ପାଇଁ ଝିଅ ମାନଙ୍କ ସହ ଜୋରଜବରଦସ୍ତି ଭାବେ ଶାରୀରିକ ସମ୍ପର୍କ ରଖୁଛନ୍ତି । ଝିଅ ମାନଙ୍କୁ ବହୁତ ଯୌନ ନିର୍ଯାତନା ମଧ୍ୟ ଦେଉଛନ୍ତି । କାରଣ ଯେଉଁ ସବୁ ସାମଗ୍ରୀ ମାଓ କାମ୍ପରୁ ପୋଲିସଙ୍କୁ ମିଳିଛି । ସେଥିରୁ ସ୍ପଷ୍ଠ ଭାବରେ ସବୁ କିଛି ବାରି ହୋଇଯାଉଛି । ଯେ ନକ୍ସଲ ମାନେ ଝିଅ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।
ତେବେ ନିକଟରେ ନବରଙ୍ଗପୁରର ଶେଷ ସୀମାରେ ପୋଲିସ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ କରଯାଇଥିଲା । ତେବେ ଏହି ଅପରେସନ ବହୁ ସମୟ ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ଏହାରି ମଧ୍ୟରେ ସୁଯୋଗ ଦେଖି କିଛି ମାଓବାଦୀ ମଧ୍ୟ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ । ସେହି ସମୟରେ ମାଓବାଦୀ କାମ୍ପରୁ ବହୁ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ପୋଲିସ ମାନେ କାମ୍ପ ଉପରେ ଚଢାଉ କରିଦେଇଥିଲେ ।
ତେବେ ନିକଟରେ SP ଏକ ପ୍ରେସମିଟରେ ମାଓବାଦୀ ମାନଙ୍କୁ ନେଇ ଏପରି କିଛି ଖୁଲାସା କରି କହିଛନ୍ତି । ଯେ ନକ୍ସଲ ମାନେ ନିଜର ଶାରୀରିକ ତୃପ୍ତି ପାଇଁ ଝିଅ ମାନଙ୍କ ସହ ଜୋରଜବରଦସ୍ତି ଭାବେ ଶାରୀରିକ ସମ୍ପର୍କ ରଖୁଛନ୍ତି । ଝିଅ ମାନଙ୍କୁ ବହୁତ ଯୌନ ନିର୍ଯାତନା ମଧ୍ୟ ଦେଉଛନ୍ତି । କାରଣ ଯେଉଁ ସବୁ ସାମଗ୍ରୀ ମାଓ କାମ୍ପରୁ ପୋଲିସଙ୍କୁ ମିଳିଛି । ସେଥିରୁ ସ୍ପଷ୍ଠ ଭାବରେ ସବୁ କିଛି ବାରି ହୋଇଯାଉଛି । ଯେ ନକ୍ସଲ ମାନେ ଝିଅ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।
ତେବେ ନିକଟରେ ନବରଙ୍ଗପୁରର ଶେଷ ସୀମାରେ ପୋଲିସ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ କରଯାଇଥିଲା । ତେବେ ଏହି ଅପରେସନ ବହୁ ସମୟ ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ଏହାରି ମଧ୍ୟରେ ସୁଯୋଗ ଦେଖି କିଛି ମାଓବାଦୀ ମଧ୍ୟ ସେହି ସ୍ଥାନରୁ ଫେରାର ହୋଇଯାଇଥିଲେ । ସେହି ସମୟରେ ମାଓବାଦୀ କାମ୍ପରୁ ବହୁ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ପୋଲିସ ମାନେ କାମ୍ପ ଉପରେ ଚଢାଉ କରିଦେଇଥିଲେ ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |