ସୃଷ୍ଟି ହେଲା ଅବପାତ ବାତ୍ୟା ସମ୍ଭାବନା


• ଅବପାତର ରୂପ ନେଲା ସକ୍ରିୟ ଲଘୁଚାପ।

• ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି।

• ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା।

• ଗଭୀର ଅବପାତର ରୂପ ନେଇ ବାତ୍ୟା ହୋଇପାରେ।

• ଓଡ଼ିଶା ଉପରେ ବିଶେଷ ପ୍ରଭାବର ସମ୍ଭାବନା ନାହିଁ।

• ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ।

• ବର୍ତ୍ତମାନ ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ।


error: Content is protected !!