ଖବରକାଗଜ କାର୍ଯାଳୟ ଏବଂ ପ୍ରେସ ବନ୍ଦ


ପବିତ୍ର ଦଶହରା ପର୍ବ ଉପଲକ୍ଷେ ଅକ୍ଟୋବର 23 ଏବଂ 24 ତାରିଖ ଓଡିଶାର ସମସ୍ତ ଓଡ଼ିଆ ଖବରକାଗଜ କାର୍ଯାଳୟ ଏବଂ ପ୍ରେସ ବନ୍ଦ ରହୁଥିବାରୁ ପରବର୍ତୀ ସଂଖ୍ୟା 26 ତାରିଖ ଦିନ ପ୍ରକାଶ ପାଇବ l


error: Content is protected !!