March 14, 2026

Now Odisha

Now Odisha

ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ ସାଗରରେ ପାକିସ୍ତାନର ଗୋଟିଏ ମାଛଧରା ବୋଟ ଜବତ |

Spread the love

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ ସାଗରରେ ପାକିସ୍ତାନର ଗୋଟିଏ ମାଛଧରା ବୋଟ ଜବତ କରିଥିବାବେଳେ ସେଥିରେ ଯାତ୍ରା କରୁଥିବା ୧୧ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମାଛ ଧରୁଥିବାବେଳେ ବେଆଇନ ଭାବେ ଭାରତର ଜଳସୀମା ମଧ୍ୟକୁ ପ୍ରବେଶ କରିଥିଲେ। ଅଧିକ ଜେରା ନିମନ୍ତେ ଗିରଫ ମତ୍ସ୍ୟଜୀବୀଙ୍କୁ ଗୁଜରାଟ ପୁଲିସକୁ ହସ୍ତାନ୍ତର କରାଯାଇଛି।

error: Content is protected !!