ସରକାରୀ ଅର୍ଥ ହଡ଼ପ ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜେଇକୁ ଗିରଫ କରାଯାଇଛି । ଜେଇ ରତନେଶ କୁମାର ପାଣ୍ଡେଙ୍କୁ ଭିଜିଲାନ୍ସ ଗିରଫ କରିଛି । ସରକାରୀ କାମ ନ କରି ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । କନିଷ୍ଠ ଯନ୍ତ୍ରୀ ୯ ଲକ୍ଷ ୭୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର କରିଥିବା ଜଣାଯାଇଛି ।୨୦୨୩-୨୪ରେ ପଟ୍ଟାମୁଣ୍ଡାଇରେ ରାସ୍ତା ଲାଇଟ ଲଗାଇବା ନାଁରେ ଘୋଟଲା ହୋଇଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…