ଭାରତର ସ୍ୱଦେଶୀ ହେଲିକପ୍ଟର ବିକାଶରେ ଆଜି ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ଭାରତରେ ନିର୍ମିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଧ୍ରୁବର ନୂତନ ଏବଂ ଉନ୍ନତ ନାଗରିକ ସଂସ୍କରଣ, ‘ଧ୍ରୁବ-ନେକ୍ସଟ୍ ଜେନେରେସନ୍’ ଆଜି ଏହାର ପ୍ରଥମ ଉଡ଼ାଣ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ପ୍ରଥମ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ସ୍ୱଦେଶୀ ହେଲିକପ୍ଟର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ହୋଇଛି।
ଧ୍ରୁବ-ଏନଜି ହେଉଛି ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH ଧ୍ରୁବ)ର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହା ଭାରତୀୟ ସେନା ପାଇଁ ପୂର୍ବରୁ ସଫଳ ପ୍ରମାଣିତ ହୋଇଛି।
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ହେଲିକପ୍ଟର ବିକାଶରେ ଆଜି ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ଭାରତରେ ନିର୍ମିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଧ୍ରୁବର ନୂତନ ଏବଂ ଉନ୍ନତ ନାଗରିକ ସଂସ୍କରଣ, ‘ଧ୍ରୁବ-ନେକ୍ସଟ୍ ଜେନେରେସନ୍’ ଆଜି ଏହାର ପ୍ରଥମ ଉଡ଼ାଣ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ପ୍ରଥମ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସ୍ୱଦେଶୀ ହେଲିକପ୍ଟର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ହୋଇଛି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!